Odia News Portal
Browsing Tag

dies

ଆଇପିଏସ ଅଫିସରଙ୍କ ଆତ୍ମହତ୍ୟା

ଦିଲ୍ଲୀ ପୋଲିସ ମୁଖ୍ୟାଳୟର ୧୦ମହଲା ଛାତ ଉପରୁ ଡେଇଁ ଜଣେ ଆଇପିଏସ ଅଫିସର ଆତ୍ମହତ୍ୟା କରିବା ଘଟଣା ପୋଲିସ ବାହିନୀରେ ଚାଂଚଲ୍ୟ ଖେଳାଇ ଦେଇଛି । ଆତ୍ମହତ୍ୟା କରିଥିବା ଅଫିସର ଜଣକ ଜଣେ ପୋଲିସ ଏସିପି ଏବଂ ତାଙ୍କର ବୟସ ୫୫ ବର୍ଷ ହେବ । ତାଙ୍କ ନାମ ପ୍ରେମ ବଲ୍ଲଭ ଓ ସେ ଦିଲ୍ଲୀରେ କାର୍ଯ୍ୟରତ…