ମନଜିଣୁଛି DIGଙ୍କ କାର୍ଯ୍ୟକଳାପ
କେନ୍ଦ୍ରାପଡା() ସ୍ଥଳ ଭାଗ ଆଡକୁ କାୟା ବିସ୍ତାର କରି ମାଡି ଆସୁଛି ପ୍ରଳୟଙ୍କରୀ ସାମୁଦ୍ରୀକ ଝଡ଼ ଅମ୍ଫନ । ଆଜି ରାତି ସାଢ଼େ ଆଠ ପରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା । ସାଢେ ୮ଟାରୁ ୧୦ଟା ମଧ୍ୟରେ ଲ୍ୟାଣ୍ଡଫଲ କରିବ ଅମ୍ଫାନ୍ । ପ୍ରାୟ ଅପରାହ୍ନ ୪ଟାରୁ ସାଢ଼େ ୪ଟା ବେଳେ ଭୋଗରାଇ ଅତିକ୍ରମ କରିବ…