ମୃତାହତଙ୍କୁ କ୍ଷତିପୂରଣ ଦେବ ଦିଲୀପ କନଷ୍ଟ୍ରକ୍ସନ
ଭୁବନେଶ୍ୱର() ଭୁବନେଶ୍ଵର ବିଜୁ ପଟ୍ଟନାୟକ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରରେ ନିର୍ମାଣଧୀନ କାନ୍ଥ ଭୁଶୁଡ଼ିବା ଘଟଣାରେ ମୃତାହତଙ୍କୁ କ୍ଷତିପୂରଣ ଦେବ ଦିଲୀପ କନଷ୍ଟ୍ରକ୍ସନ । କ୍ଷତିପୂରଣ ଦେବାକୁ ରାଜ୍ୟ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଓଏସଆରସିଙ୍କ ଶୁଣାଣି ପରେ ଆବେଦନକାରୀ…