ବିଜେପିରେ ଅପରାଜିତାଙ୍କୁ ନେଇ ଅନ୍ତଃକନ୍ଦଳ
ଭୁବନେଶ୍ବର : ରାଜ୍ୟ ବିଜେପିର ସାଂସଦ ଅପରାଜିତା ଷଢଙ୍ଗୀଙ୍କ ବିରୋଧରେ ତେଜୁଛି ଅସନ୍ତୋଷ । ଅପରାଜିତାଙ୍କ କାର୍ଯ୍ୟକଳାପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଦଳର ଏକ ଗୋଷ୍ଠି । ଏ ସଂପର୍କରେ ସେମାନେ ଦଳର ରାଜ୍ୟ ନେତୃତ୍ବଙ୍କୁ ଏକ ଲମ୍ବା ଚିଠି ମାଧ୍ୟମରେ ଜଣାଇଛନ୍ତି ।
ଅପରାଜିତାଙ୍କ ଏକପାଖିଆ…
