ବିଜେଡି NRCକୁ ସମର୍ଥନ କରୁନି: ନବୀନ
ଭୁବନେଶ୍ୱର() ଏନଆରସିକୁ ସମର୍ଥନ କରିବନି ବିଜେଡି । ଏନେଇ ଦଳର ଆଭିମୁଖ୍ୟ ସ୍ୱଷ୍ଟ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।
ମୁଖ୍ୟମନ୍ତ୍ରୀ କହିଛନ୍ତି,“ ଭାରତୀୟ ନାଗରିକଙ୍କ ଉପରେ CAAର କିଛି ପ୍ରଭାବ ପଡ଼ିବନି। CAA କେବଳ ବିଦେଶୀ ନାଗରିକଙ୍କ ପାଇଁ ପ୍ରଯୁଜ୍ୟ। ଆମେ NRCକୁ…
