ମମତାଙ୍କ ସହ କଥା ହେବାକୁ ସର୍ତ୍ତ ରଖିଲେ ଡାକ୍ତର
କୋଲକାତା() ଆସନ୍ତାକାଲି ଦେଶବ୍ୟାପୀ ବନ୍ଦ ଡାକରା ଦେଇଛି ଇଣ୍ଡିଆନ ମେଡିକାଲ ଆସୋସିଏସନ । ସେପଟେ ଡାକ୍ତରଙ୍କ ଆନ୍ଦୋଳନ ଯୋଗୁଁ ପଶ୍ଚିମବଙ୍ଗରେ ସ୍ୱାସ୍ଥ୍ୟସେବା ପ୍ରଭାବିତ ହୋଇଥିବା ବେଳେ ନରମିଛନ୍ତି ରାଜ୍ୟ ସରକାର । କାମରେ ଯୋଗଦେବାକୁ ଆନ୍ଦୋଳନକାରୀ ଡାକ୍ତରଙ୍କୁ ଅପିଲ କରିଛନ୍ତି…