ରଥଯାତ୍ରା ଉପରେ ହେବ ଡକ୍ୟୁମେଣ୍ଟ୍ରୀ
ପୁରୀ() ରଥାଯାତ୍ରାର ସଫଳ ପରିଚାଳନାକୁ ନେଇ ଗଜପତିଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତ ହେବ ଡକ୍ୟୁମେଣ୍ଟ୍ରୀ । ସେହିପରି ରଥଯାତ୍ରାରେ ନିୟୋଜିତ ସେବାୟତଙ୍କ ଆଉ ଥରେ ହେବ କୋଭିଡ ଟେଷ୍ଟ । ୧୧ରୁ ୧୪ ତାରିଖ ଯାଏଁ ସେବାୟତଙ୍କ କୋଭିଡ ଟେଷ୍ଟ କରିବାକୁ ଛତିଶା ନିଯୋଗ ବୈଠକରେ ସ୍ଥିର କରାଯାଇଛି ।…