୨୫ ବର୍ଷ ପରେ ପୋଲିସ୍ କନେଷ୍ଟବଳକୁ ମିଳିଲା ନ୍ୟାୟ
ଭୁବନେଶ୍ବର() ଦୀର୍ଘ ୨୫ ବର୍ଷ ପରେ ପୋଲିସ୍ କର୍ମଚାରୀଙ୍କୁ ନ୍ୟାୟ ମିଳିଛି । ଚାକିରିରୁ ବହିଷ୍କୃତ ପୋଲିସ୍ କନଷ୍ଟେବଳଙ୍କୁ ନ୍ୟାୟ ମିଳିଛି । ଗତ ୨୫ ବର୍ଷ ଧରି ଅଦାଲତରେ ସଂଘର୍ଷ କରିବା ପରେ ବିଜୟ ଲାଭ କରିଛନ୍ତି ଦୋଳମଣି ବିଶି । ଚାକିରୀରୁ ବହିଷ୍କାର ହେବାର ୨୫ ବର୍ଷ ପରେ ତାଙ୍କୁ…
