Odia News Portal
Browsing Tag

donald-trump-lies

ମିଛୁଆଙ୍କ ସର୍ଦ୍ଧାର ଟ୍ରମ୍ପ

ମିଛ କହିବାରେ ମାହିର ଟ୍ରମ୍ପ । ପ୍ରତିଦିନ ପ୍ରାୟ ୧୨ ଥର ମିଛ କହିଥାନ୍ତି ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ରାଷ୍ଟ୍ରପତି । ନିଜେ ରାଷ୍ଟ୍ରପତିଙ୍କ ଏହି ସତ୍ୟ ସାମ୍ନାକୁ ଆଣିଛନ୍ତି ଆମେରିକାର ଏକ ଖବରକାଗଜ । ୱାସିଂଟନ ପୋଷ୍ଟ ରିପୋର୍ଟ ମୁକାବକ ରାଷ୍ଟ୍ରପତି ହେବା ପରେ ୮୬୯ ଦିନରେ ୧୦୭୯୬ ଥର ମିଛ…