ଟ୍ରମ୍ପ-ମେଲାନିଆଙ୍କୁ ଚରଖା ବୁଲା ଶିଖାଇଲେ ମୋଦି: ଭିଡିଓ ଦେଖନ୍ତୁ
ଅହମ୍ମଦାବାଦ() ଟ୍ରମ୍ପ ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି । ସକାଳ ୧୧.୪୦ରେ ଅହମ୍ମଦାବାଦ ବିମାନ ବନ୍ଦରରେ ସ୍ବତନ୍ତ୍ର ବିମାନ ଏୟାରଫୋର୍ସ ବିମାନ ଯୋଗେ ପହଞ୍ଚିଥିଲେ । ଟ୍ରମ୍ପଙ୍କ ସହ ପତ୍ନୀ ମେଲାନିଆ, ଝିଅ ଇଭାଙ୍କା ଓ ଜ୍ୱାଇଁ ଜାରେଡ କୁଶନେର ଭାରତ ଗସ୍ତରେ ଆସିଛନ୍ତି ।…