Odia News Portal
Browsing Tag

Donate to CM fund

ସିଏମଙ୍କ ରିଲିଫ୍ ପାଣ୍ଠିକୁ ଏସ୍ଏମ୍ସି ଦେଲା ୫୧ ଲକ୍ଷ

ଭୁବନେଶ୍ୱର : ରାଜ୍ୟର କୋଭିଡ୍‌ ଲଢେଇରେ ନିଜର ଯୋଗଦାନ ସ୍ୱରୂପ ଏସ୍‌.ଏମ୍‌.ସି. ଷ୍ଟିଲ୍‌ କଂପାନୀ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୫୧ ଲକ୍ଷ ଟଙ୍କା ଦାନ କରିଛନ୍ତି । ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରାଜ୍ୟ ଲୋକସେବା ଭବନଠାରେ କଂପାନୀର ଅଧ୍ୟକ୍ଷ ଶ୍ରୀ