ହକି ମାହୋଲକୁ ଆହୁରି ଚମକାଇବ ଭୁବନେଶ୍ବର ଫେଷ୍ଟିଭାଲ
ଭୁବନେଶ୍ବର () ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ ଓ ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ମିଳିତ ଭାବେ ୧ ଡିସେମ୍ବର ୨୦୧୮ରୁ ୧୬ ଡିସେମ୍ବର ୨୦୧୮ ପର୍ଯ୍ୟନ୍ତ ଡଟ୍ ଫେଷ୍ଟ୍ (ଭୁବନେଶ୍ବର ସିଟି ଫେଷ୍ଟିଭାଲ୍) ଆୟୋଜନ କରାଯିବ । ହକି ବିଶ୍ବକପ୍ ସହିତ ସମାନ୍ତରାଳ ଭାବେ ଏହି କାର୍ଯ୍ୟକ୍ରମ ଚାଲିବ ।…