ମୁଖ୍ୟମନ୍ତ୍ରୀ ଡ୍ରିମ ଭୁବନେଶ୍ବର : ଫେଲ ମାରିଥିଲେ ଅପରାଜିତା, ସାକାର କଲେ କ୍ରିଷନ୍
ଭୁବନେଶ୍ବର () ଅପରାଜିତା ଷଢଙ୍ଗୀଙ୍କୁ ନେଇ ଏବେ ରାଜ୍ୟ ରାଜନୀତି ଉଠୁଛି ପଡୁଛି । ତାଙ୍କ ଦକ୍ଷତାକୁ ନେଇ ଅନେକ କଥା କୁହାଯାଉଛି । ହେଲେ ସେ କଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବପ୍ନର ଭୂବନେଶ୍ବର ସ୍ବପ୍ନକୁ ସାକାର କରିପାରିଥିଲେ କି । ଗୋଟିଏ ଦୁଇଟି ଛକରେ ସବୁଜିମା କରିଦେଇ କିମ୍ବା…