୯ ଜିଲ୍ଲାକୁ ମରୁଡି ଅଂଚଳ ଘୋଷଣା କଲେ ସରକାର
ବାତ୍ୟା, ବନ୍ୟା ପରେ ମରୁଡି
ଭୁବନେଶ୍ବର () : ପ୍ରାକୃତିକ ବିପର୍ଯ୍ୟୟ ସତେ ଯେମିତି ଓଡିଶାର ପଛ ଛାଡୁନି । ତିତଲି ଓ ପରବର୍ତ୍ତି ବନ୍ୟା କବଳରୁ ଓଡିଶା ମୁକୁଳିପାରିନଥିବା ବେଳେ ଏବେ ମରୁଡି କବଳରେ ରାଜ୍ୟର 9ଟି ଜିଲ୍ଲା । ରାଜ୍ୟର 9ଟି ଜିଲ୍ଲାର 66ଟି ବ୍ଲକ ଓ 16ଟି ପୌରାଞ୍ଚଳରେ ମରୁଡି…