ଆଜି ଆନ୍ତର୍ଜାତିକ ନିଶା ନିବାରଣ ଦିବସ
ଭୁବନେଶ୍ବର() ଆଜି ଆନ୍ତର୍ଜାତିକ ନିଶା ନିବାରଣ ଏବଂ ଅବୈଧ ନିଶା କାରବାର ପ୍ରତିରୋଧ ଦିବସ । ନିଶା ନିବାରଣ ପାଇଁ ସମସ୍ତେ ହାତ ମିଳାଇବା ଦରକାର। ଏନେଇ ଏକ ସଚେତନତା ଶୋଭାଯାତ୍ରା ବିଏମସି ଅଫିସ ପାଖରେ ଆୟୋଜିତ ହୋଇଛି । ପତକା ଦେଖାଇ କାଯ୍ୟକ୍ରମକୁ ଉଦଘାଟନ କରିଥିଲେ ମନ୍ତ୍ରୀ ଅଶୋକ ଚନ୍ଦ୍ର…