ଏଣିକି ମଦୁଆ ଡ୍ରାଇଭର ଗିରଫ ହେବେ
ଭୁବନେଶ୍ବର() ଏଣିକି ମଦ୍ୟପାନ କରି ଗାଡି ଚଳାଇଲେ ଗିରଫ କରିବ ପୋଲିସ ।ଆଜି ସନ୍ଧ୍ୟାରୁ ସବୁ ଟୋଲ୍ଗେଟ୍ରେ ଡ୍ରାଇଭରଙ୍କୁ ଯାଞ୍ଚ କରାଯିବ ଓ ସେମାନେ ମଦ ପିଇଛନ୍ତି କି ନାହିଁ, ତାହା ଦେଖାଯିବ। ଡିଜିପି ବିଜୟ କୁମାର ଶର୍ମା ଏହି ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ସମସ୍ତ ୧୪ଟି ଟୋଲଗେଟରେ ଆଜି…
