ଦୁଇଟି ସ୍ଥାନରେ ନାଁ ଥିବା ହିତାଧିକାରୀଙ୍କୁ ଆଉ ମିଳିବ ନାହିଁ ରାସନ
ଭୁବନେଶ୍ବର() ଦୁଇଟି ରାସନ କାର୍ଡରେ ନାଁ ରଖି ପ୍ରତିମାସରେ ପିଡିଏସ ଚାଉଳ ଏବଂ ଗହମ ଉଠାଉଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ ।ଏପରି ହିତାଧିକାରୀଙ୍କର କାରବାର ଏଥର ବନ୍ଦ ହେବ ।ଜଣେ ବ୍ୟକ୍ତି ଦୁଇଟି ସ୍ଥାନରୁ ଦୁଇଟି ରାସନ କାର୍ଡ କରି ଯେଉଁ ସୁବିଧା ହାତଉଥିଲେ, ଏବେ ଆଧାର ଲିଙ୍କ୍ରେ…
