Odia News Portal
Browsing Tag

due-to-scanty-rainfall-water-level-in-hirakud-is-shrinking

କମିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର

ଭୁବନେଶ୍ବର () ବର୍ଷା ନାହିଁ, ସେପଟେ ଛତିଶଗଡ ବି ଉପରମୁଣ୍ଡରେ ମହାନଦୀର ଜଳକୁ ବାନ୍ଧୁଛି । ଏହାଦ୍ବାରା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଗତବର୍ଷ ତୁଳନାରେ କମ ରହିଥିବା ବେଳେ ଜଳଭଣ୍ଡାର ଭିତରକୁ ଜଳ ପ୍ରବେଶର ପରିମାଣ ବି ହ୍ରାସ ପାଇଛି । ଜୁଲାଇ 21 ତାରିଖ ସୁଦ୍ଧା ହୀରାକୁଦର ଜଳସ୍ତର…