Odia News Portal
Browsing Tag

dutee chand new car

ବିଏମଡବ୍ଲୁ୍ୟ ଚଢିଲେ ଦୂତୀ

ଦୌଡରାଣୀ ଦୂତୀ ଚାନ୍ଦଙ୍କ ସ୍ୱପ୍ନ ସାକାର ହୋଇଛି । ବିଳାସପୂର୍ଣ୍ଣ ବିଏମଡବ୍ଲୁ କାର୍ କିଣିଛନ୍ତି ଦୂତୀ । ଏହି ଅବସରରେ ସେ କହିଛନ୍ତି ଯେ, ପିଲାଦିନୁ ବିଏମଡବ୍ଲୁ କିଣିବା ପାଇଁ ଦେଖିଥିବା ସ୍ୱପ୍ନ ସତ ହୋଇଛି । ପିଲାଟି ଦିନରୁ ସେ ନିଜ ପାଇଁ ଏକ ବିଏମଡବ୍ଲୁ ଓ ମା, ବାପାଙ୍କ ପାଇଁ ଏକ ଘର…