ମୋତେ ବଦନାମ କରିବାକୁ ଷଡଯନ୍ତ୍ର କରାଯାଉଛି : ଦୂତୀ
ଭୁବନେଶ୍ବର() ଭୁବନେଶ୍ୱରରେ ଏକ ହୋଟେଲରେ ପ୍ରେସମିଟ୍ କରିଛନ୍ତି ସ୍ପିଂଟର ଦୂତୀ ଚାନ୍ଦ ।ଦୂତୀ କହିଛନ୍ତି ତାଙ୍କ ବିରୋଧରେ ଷଡଯନ୍ତ୍ର କରାଯାଇଛି । ଆଉ ଏହି ଚକ୍ରାନ୍ତ ପଛରେ ମୋର ନିଜ ଦିଦି ସରସ୍ୱତୀ ଚାନ୍ଦ ରହିଛନ୍ତି । ଏପରିକି କି ସେ ତାଙ୍କୁ ମାରଧର କରିବା ସହ ମାନସିକ ଅତ୍ୟାଚାର ମଧ୍ୟ…