ପ୍ରଥମ ଥର ଆରମ୍ଭ ହେବ ‘ଇ-ହୋଲି’
ଭୁବନେଶ୍ୱର() ଆଉ ଗୋଟିଏ ଦିନ ପରେ ହୋଲି । ରଙ୍ଗର ପର୍ବ ହୋଲି । ପ୍ରତ୍ୟକ ବର୍ଷ ହୋଲିରେ ରାଜ୍ୟ ଠାରୁ ଆରମ୍ଭ କରି ପୁରା ବିଶ୍ୱରେ ବହୁତ ଧୁମଧାମରେ ହୋଲି ପାଳନ ହୋଇଥାଏ ।
ହେଲେ ଚଳିତ ବର୍ଷ କରୋନା ସଂକ୍ରମଣ ଭୟରେ ହୋଲି ପାଳନ ପ୍ରସ୍ତୁତି ମାନ୍ଦା ପଡି ଯାଇଛି। ଚୀନରୁ ଆରମ୍ଭ ହୋଇଥିବା…
