Odia News Portal
Browsing Tag

earthquake in balasore odisha

ବାଲେଶ୍ୱର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ

ବାଲେଶ୍ୱର ଓ ମୟୁରଭଞ୍ଜରେ ଆଖପାଖ ଅଞ୍ଚଳରେ ମୃଦୁ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ମଧ୍ୟାହ୍ନ ୨.୧୦ ସମୟରେ ଅନୂଭୁତ ହୋଇଛି ଭୂକମ୍ପ । ଭୂକମ୍ପର କାରଣ ଜଣାପଡ଼ି ନାହିଁ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି। ଭୂକମ୍ପ ଝଟକାରେ ଲୋକମାନେ ଘରୁ ବାହାରି ଆସିଥିବା ଦେଖିବାକୁ