Odia News Portal
Browsing Tag

earthquake-tremors-felt-in-delhi-ncr

ଥରିଲା ଦିଲ୍ଲୀ, ଶ୍ରୀନଗର

ନୂଆଦିଲ୍ଲୀ() ଦିଲ୍ଲୀରେ ଏବଂ NCRରେ ଭୂକମ୍ପ ଝଟକା । କିଛି ସମୟ ପାଇଁ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଦିଲ୍ଲୀ ସହ ଶ୍ରୀନଗର,ଚଣ୍ଡିଗଡରେ ବି ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୁକମ୍ପ ତୀବ୍ରତା ୬.୩ ରହିଥିବା ସୂଚନା ମିଳିଛି ।