Odia News Portal
Browsing Tag

Eat watermelon in summer

ଖରାଦିନେ ନିହାତି ଖାଆନ୍ତୁ ତରଭୁଜ, ଏହି ସମସ୍ୟାରୁ ମିଳିବ ମୁକ୍ତି…

ଭୁବନେଶ୍ବର: ତରଭୁଜ ଗ୍ରୀଷ୍ମ ଋତୁର ଫଳ। ଏହାର ସ୍ୱାଦ ମିଠା ଏବଂ ରସଯୁକ୍ତ। ତରଭୁଜରେ ପାଖାପାଖି ୯୨ ପ୍ରତିଶତ ପାଣି ଓ ୮ ପ୍ରତିଶତ ଚିନି ରହିଛି।ତେବେ ଯଦି ଆପଣ ମଧ୍ୟ ଖାଇବାକୁ ଭଲ ପାଆନ୍ତି ତେବେ ଜାଣି ରଖନ୍ତୁ ତରଭୁଜର କିଛିଟା ଚମତ୍କାରିତା । ଯାହା ଦ୍ୱାରା ଆପଣ ରହିବେ ସବୁ ବେଳେ ସତେଜ ।…