ସାରଥିଙ୍କ ବାରିମୂଳେ ଇଡି
କେନ୍ଦ୍ରାପଡ଼ା() କେନ୍ଦ୍ରାପଡ଼ାସ୍ଥିତ ବାରିମୂଳ ଆଶ୍ରମରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନୋଟିସ ଲାଗିଛି । ନୋଟିସ୍ରେ ଆଶ୍ରମକୁ ଅନଧିକୃତ ପ୍ରବେଶ କରିବାକୁ ବାରଣ କରାଯାଇଛି। ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ୪ଜଣିଆ ଟିମ୍ ଆଶ୍ରମରେ ପହଞ୍ଚି ଏହି ନୋଟିସ୍ ଲଗାଇଥିଲେ। ଏହାସହ ସାରଥି ବାବା ଓରଫ…