Odia News Portal
Browsing Tag

Eid

ଇଦ୍ ଅବସରରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ପବିତ୍ର ଭାଇଚାରାର ପର୍ବ ଇଦ୍ ଅବସରରେ ଆଜି ମାସକ ଯାକ ରଖିଥିବା ରୋଜା ଉପବାସ ଭାଙ୍ଗି ଇଦ୍ ପାଳିଥାନ୍ତି ମୁସଲମାନ ଭାଇ ଭଉଣୀ । ଚଳିତ ବର୍ଷ କରୋନା ମଧ୍ୟରେ ଦେଶରେ ଇଦ୍ ପାଳନ କରାଯାଉଛି। ଘରେ ରହି ନମାଜ ପାଠ ସହ ଇଦ୍ ଉତ୍ସବ ପାଳନ କରାଯାଉଛି ।

ଇଦ-ଉଲ-ଜୁହା ଅବସରରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଭୁବନେଶ୍ୱର()  ଇଦ-ଉଲ-ଜୁହା ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ମୁସଲମାନ ସମ୍ପ୍ରଦାୟର ଭାଇଭଉଣୀ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ, ଏଭଳି ଏକ ପବିତ୍ର ଦିନ ସମାଜରେ ଶାନ୍ତି ଓ ସୌହାଦ୍୍ ପ୍ରତିଷ୍ଠା କରିବାରେ ସମସ୍ତଙ୍କୁ ଅନୁପ୍ରାଣିତ କରିବ  ଏବଂ…

ଇଦ ଅବସରରେ ମୁସଲମାନମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର() ଆଜି ପବିତ୍ର ଇଦ ଅବସରରେ ମୁସଲମାନମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ସମସ୍ତଙ୍କର ସୁଖ ଓ ସମୃଦ୍ଧି କାମନା କରିଛନ୍ତି ନବୀନ । ସାମାଜିକ ଦୂରତାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି । କରୋନା ଲଢ଼େଇରେ ସମସ୍ତଙ୍କ ସହଯୋଗ…