Odia News Portal
Browsing Tag

election 2019

ତୃତୀୟ ଓ ଚତୁର୍ଥ ପର୍ୟ୍ୟାୟ ବିଧାନସଭା ନିର୍ବାଚନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା

ତୃତୀୟ ଓ ଚତୁର୍ଥ ପର୍ୟ୍ୟାୟ ବିଧାନସଭା ନିର୍ବାଚନ ପାଇଁ ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା । ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକାରେ ଅଧିକାଂଶ ପୁରୁଣା ମୁହଁ ଥିବା ବେଳେ କିଛି ସ୍ଥାନରେ ପ୍ରାର୍ଥୀ ପରିବର୍ତ୍ତନ କରିଛି ବିଜେଡି । ପାଟକୁରାରୁ ବରିଷ୍ଠ ନେତା ବେଦପ୍ରକାଶ ଅଗ୍ରୱାଲଙ୍କୁ ଦଳ…

କଂଗ୍ରେସ ଖେଳିଲା ମହିଳା କାର୍ଡ

ମହିଳାଙ୍କ ଖାତାକୁ ପ୍ରତିବର୍ଷ ୭୨ ହଜାର ଟଙ୍କା ଯିବ ବୋଲି ଘୋଷଣା କରିଛି କଂଗ୍ରେସ । ଏ ନେଇ ମୋଦିଙ୍କୁ ଘେରିଛନ୍ତି କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜୱାଲା । ଦଳ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ହେଉଛନ୍ତି ଗରିବ ବିରୋଧୀ । ମୋଦି ସରକାର ଏହି ଯୋଜନା ବିରୋଧରେ ନା ସପକ୍ଷରେ ତାହ ସ୍ପଷ୍ଟ…

ବିଜେଡିର ଷ୍ଟାର ପ୍ରଚାରକ ତାଲିକା ଜାରି, ଜାଣନ୍ତୁ …

ପ୍ରଥମ ଓ ଦ୍ୱିତୀୟ ପର୍ୟ୍ୟାୟ ନିର୍ବାଚନ ପାଇଁ ୪୦ ଜଣିଆ ତାଲିକା ପ୍ରକାଶ କରିଛି ବିଜେଡି । ତୃତୀୟ ଓ ଚତୁର୍ଥ ପର୍ୟ୍ୟାୟ ନିର୍ବାଚନ ପାଇଁ ଅନ୍ୟ ତାଲିକା ଘୋଷଣା କରିବ ଦଳ । ପ୍ରଥମ ୨ଟି ପର୍ୟ୍ୟାୟରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଚାର ତାଲିକାର ମଙ୍ଗ ଧରିବାକୁ ଥିବା ବେଳେ ଅନେକ ନୂଆ…

ପୁଣି ପ୍ରାର୍ଥୀ ଚୟନକୁ ନେଇ ତାରା ଅସନ୍ତୁଷ୍ଟ

କୋରାପୁଟରେ ଲୋକସଭା ପ୍ରାର୍ଥୀ ଚୟନକୁ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ଅସନ୍ତୋଷ ପ୍ରକାଶ କରିଛନ୍ତି। କଂଗ୍ରେସ କୋରାପୁଟ ପାଇଁ ସପ୍ତଗିରି ଉଲାକାଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି। ଏନେଇ ତାରା କହିଛନ୍ତି ଯେ,“ପ୍ରଫୁଲ୍ଲ ଭତ୍ରା ପ୍ରାର୍ଥୀ ହୁଅନ୍ତୁ ବୋଲି କର୍ମୀ…

ଆରମ୍ଭରୁ ବିଜେପିର ଆଚରଣ ବିଧିର ଉଲଂଘନ

ଭୁବନେଶ୍ବର () ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛି ବିଜେଡି । ନିର୍ବାଚନ ଅଧିକାରୀଙ୍କ ନିରପେକ୍ଷତା ନେଇ ପ୍ରଶ୍ନ ଉଠାଇଛି ବିଜେଡି । ଆଦର୍ଶ ଆଚରଣ ବିଧି ସବୁ ଦଳ ପାଇଁ ଗୋଟିଏ ଏବଂ ବିଜେପି ପାଇଁ ବୋଧହୁଏ ଅଲଗା । ଯେଉଁଥିପାଇଁ ବିଜେପିର ଆଚରଣ ବିଧି ଉଲଂଘନ ନେଇ…

ଛକାପଞ୍ଝାରେ ତିନି ଦଳ

କିଏ କେଉଁ ଦଳ ଛାଡି କେଉଁ ଦଳକୁ ଡିଆଁ ମାରୁଛନ୍ତି ତାହା ଆକଳନ କରି ହେଉନି । ପ୍ରତିଦିନ ଦଳ ଡିଆଁ ଖବର ସାମ୍ନାକୁ ଆସୁଛି । ବିରୋଧ ବି କିଛି କମ୍ ହେଉନି । ପ୍ରଥମ ଓ ଦ୍ବୀତିୟ ପର୍ୟ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇସାରିଥିବା ବେଳେ ସବୁଦଳଙ୍କ ଭିତରେ ଛକାପଞ୍ଛା ରାଜ୍ୟ…

ରାସ୍ତାକଡରୁ ହଟିଲା ପୋଷ୍ଟର ଆଉ ବ୍ୟାନର

୨୦୧୯ ନିର୍ବାଚନ ତାରିଖ ଘୋଷଣା ହେବା ପରେ ଲାଗୁ ହୋଇଛି ଆଚରଣ ସଂହିତା । ଆଉ ଆଚରଣ ସଂହିତା ଲାଗୁ ହେବା ପରେ ବିଭିନ୍ନ ସ୍ଥାନରେ ଲାଗିଥିବା ଦଳୀୟ ପୋଷ୍ଟର ଓ ହୋଡିଂକୁ ହଟାଇ ଦିଆଯାଇଛି । ବିଭିନ୍ନ ସରକାରୀ ଯୋଜନାର ପ୍ରଚାର ଏବଂ ପ୍ରସାର ପାଇଁ ଶାସକ ଦଳ ବିଜେଡି ଏବଂ ବିଜେପି ପକ୍ଷରୁ ଉଭୟ ରାଜ୍ୟ…