ଟ୍ରେନ୍ ଲାଇନ୍ରେ ଲାଗିବ ମେସିନ
ରାଜ୍ୟରେ ରେଳ ଦୁର୍ଘଟଣା ଜନିତ ହାତୀ ମୃତ୍ୟୁହାର ବୃଦ୍ଧି ପାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ହାତୀ ମୃତ୍ୟୁ ରୋକିବାକୁ ଏକ ଅଭିନବ ପନ୍ଥା ଗ୍ରହଣ କରିବାକୁ ରେଳ ଓ ବନ ବିଭାଗ ପକ୍ଷରୁ ନିଷ୍ପତି ନିଆଯାଇଛି। ଏଣିକି ରେଳଧାରଣା କଡ଼ରେ ଏକ ପ୍ରକାର ମେସିନ୍ ଲଗାଯିବ। ଯେଉଁଥିରୁ ମହୁମାଛିର ଶବ୍ଦ…