Odia News Portal
Browsing Tag

elephant death

୧୫ ଦିନ ଅସୁସ୍ଥ ଆଜି ମୃତ୍ୟୁ

କଟକ ବନଖଣ୍ଡ ଡାଳିଆଯୋଡି ରେଞ୍ଜ୍ ହଳଦୀବସନ୍ତ ଅଂଚଳରେ ପୁଣି ଗୋଟିଏ ଦନ୍ତା ହାତୀର ମୃତ୍ୟୁ ହୋଇଛି। ହାତୀଟି ଦୀର୍ଘ ୧୫ ଦିନ ଧରି ଅସୁସ୍ଥ ଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ପ୍ରାପ୍ତ ସୂଚନାନୁଯାୟୀ, ମୃତ ଦନ୍ତାଟି ଆଉ ଏକ ଦନ୍ତାର ଆକ୍ରମଣର ଶିକାର…

ଦାୟିତ୍ବହୀନତା ପାଇଁ 7 ହାତୀଙ୍କ ମୃତ୍ୟୁ

ଭୁବନେଶ୍ବର ()  ଢ଼େଙ୍କାନାଳରେ ବିଦ୍ୟୁତ କରେଣ୍ଟ ଲାଗି ୭ଟି ହାତୀ ମୃତ୍ୟୁ ପାଇଁ ସେସୁକୁ ଦାୟୀ କରିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ । ସେ କହିଛନ୍ତି ଯେ, ‘ହାତୀ ମୃତ୍ୟୁ ପାଇଁ ସେସୁ ହିଁ ଦାୟୀ’  । କାରଣ ୧୧ କେ.ଭି ବିଦ୍ୟୁତ୍ ତାର ଝୁଲିଥିବା କଥା ବାରମ୍ବାର ସେସୁ…