ମାସେ ସ୍ଥଗିତ ହେଲା ନିର୍ବାଚନ
ପୁଣି କରୋନା ଭାଇରସ ମାମଲା ସାମ୍ନାକୁ ଆସିବା ପରେ ସାଧାରଣ ନିର୍ବାଚନ ମାସେ ପାଇଁ ସ୍ଥଗିତ ରଖିଛନ୍ତି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଅର୍ଡର୍ନ ।
୧୦୦ ଦିନ ଯାଏଁ ନ୍ୟୁଜିଲାଣ୍ଡରେ ଗୋଟିଏ ବି କରୋନା ମାମଲା ସାମ୍ନାକୁ ଆସିନଥିଲା | କିନ୍ତୁ ୧୦୨ ଦିନ ହେବ ପରେ ନ୍ୟୁଜିଲାଣ୍ଡରେ…