ଆଜି ଓଡିଆ ଅଭିନେତ୍ରୀ ଏଲିଙ୍କ ବାହାଘର
ଆଜି ଅଭିନେତ୍ରୀ ତଥା ଉପସ୍ଥାପିକା ଏଲି ପାଢୀଙ୍କ ବାହାଘର। ପିଲା ଦିନର ବନ୍ଧୁ ଶ୍ରୀମୟ କୁମାର ପଣ୍ଡାଙ୍କୁ ଏଲି ପ୍ରେମ ବିବାହ କରିବାକୁ ଯାଉଛନ୍ତି। ଶ୍ରୀମୟ ଜଣେ ବ୍ୟବସାୟୀ। ‘ତାଜା ଖବର’, ‘ଷୋହଳ ପୂରି ସତର ହେବ’ ଆଦି ଆଲବମ୍ରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିବା ଏଲି ‘ଫିଅର ଅଫ୍ ଦ ଇୟର’…