ଏହି ଦୁଇ ହଟ ଅଭିନେତ୍ରୀଙ୍କ ସହ କିସ ସୀନ କରିବା ପାଇଁ ମନା କଲେ ଇମରାନ
ମୁମ୍ବାଇ() ବଲିଉଡ ଅଭିନେତା ଇମରାନ ହାସମୀ ଅନେକ ସୁପରହିଟ ଫିଲ୍ମ ଦେଇଛନ୍ତି । ଫିଲ୍ମକୁ ହିଟ କରିବା ପାଇଁ ସେ ଅନେକ ଥର କିସ ସୀନ ମଧ୍ୟ ଦେଇଛନ୍ତି । ତାସହ ଇମରାନଙ୍କୁ କିସିଙ୍ଗ କିଙ୍ଗ ମଧ୍ୟ କୁହାଯାଏ । ହେଲେ ନିକଟରେ ଇମରାନ ୨ଜଣ ଅଭିନେତ୍ରୀଙ୍କ ସହ କିସ ସୀନ କରିବାକୁ ମନା କରିଦେଇଥିଲେ ।…
