ଏହି ଅଭିନେତାଙ୍କ ଚୁମ୍ୱକୀୟ ଶକ୍ତି କମ୍ ହୋଇଯାଇଛି
ମୁମ୍ବାଇ() କପିଲ ଶର୍ମାଙ୍କ ଲୋକପ୍ରିୟ କମେଡି ଶୋ’ର ଆଗାମୀ ଏପିସୋଡ୍ରେ ଫିଲ୍ମ ‘ମଲଙ୍ଗ’ର ଷ୍ଟାର ଆଦିତ୍ୟ ରାୟ କପୁର ଓ ଦିଶା ପଟାନିଙ୍କୁ ଦେଖିବାକୁ ମିଳିବ। ତାଙ୍କ ସହିତ ଫିଲ୍ମର ନିର୍ଦ୍ଦେଶକ ମୋହିତ ସୁରୀ ଓ ଅଭିନେତା ଅନିଲ କପୁରଙ୍କୁ ମଧ୍ୟ ଦେଖିବାକୁ ମିଳିବ।…
