ବିହାର ଶିଶୁ ମୃତ୍ୟୁ ପାଇଁ କେନ୍ଦ୍ର ଓ ରାଜ୍ୟକୁ ଜବାବ ମାଗିଲେ ସୁପ୍ରିମକୋର୍ଟ
ବିହାର ଶିଶୁ ମୃତ୍ୟୁ ମାମଲାରେ ଜବାବ ମାଗିଲା ସୁପ୍ରିମକୋର୍ଟ । ବିହାରରେ ମସ୍ତିସ୍କ ଜରରେ ଶିଶୁ ମୃତ୍ୟୁ ଥମିବାର ନା ନେଉନାହିଁ । ଏପର୍ୟ୍ୟନ୍ତ ମୃତ୍ୟୁ ସଂଖ୍ୟା ୧୫୦ରୁ ଅଧିକ ଟପିଲାଣି । ତେବେ ଏହି ଘଟଣା କିପରି ସମାଧାନ କରାଯିବ ତାର ବାଟ ବାହାର କରିବା ପାଇଁ ସୁପି୍ରମକୋଟ ନିଦେ୍ର୍ଧଶ…