କାହିଁକି ଅନାମିକା ଆଙ୍ଗୁଠିରେ ନିର୍ବନ୍ଧ ମୁଦି ପିନ୍ଧାଯାଏ
ସାଧାରଣତଃ ନିର୍ବନ୍ଧ ମୁଦିକୁ ପ୍ରେମର ପ୍ରତୀକ ବୋଲି କୁହାଯାଏ। ଏହା ବ୍ୟକ୍ତିଙ୍କୁ ସେହି ପ୍ରତିଜ୍ଞାକୁ ମନେ ପକାଇ ଦେଇଥାଏ, ଯାହାକୁ ଦୁଇଜଣ ମିଶି ଏକା ସହିତ ଜୀବନ ବିତାଇବାକୁ ନେଇଥାନ୍ତି। ଭାରତରେ ବିବାହ ପୂର୍ବର ସମସ୍ତ ବିଧି ଓ ନିୟମ ବହୁ ଖାସ୍ ହୋଇଥାଏ। ହିନ୍ଦୁ ଧର୍ମାନୁଯାୟୀ,…
