ଅଚଳ ହେଲା ଇଭିଏମ, ବାତିଲ ହେଲା ନିର୍ବାଚନ
ଦ୍ୱିତୀୟ ପର୍ୟ୍ୟାୟରେ ଆଜି ସୁନ୍ଦରଗଡରେ ଭୋଟଗ୍ରହଣ ଚାଲିଥିବା ବେଳେ ରଙ୍ଗାଢିପାର ୨୧୩ ନମ୍ବର ବୁଥରେ ପ୍ରଥମେ ଇଭିଏମ ଅଚଳ ହେବା ନେଇ ଖବର ସାମ୍ନାକୁ ଆସିଥିଲା । ଭୋଟର ମାନେ ଲମ୍ବା ଲାଇନରେ ଛିଡା ହୋଇ ରହିଥିଲେ ମଧ୍ୟ ଠିକ୍ ହୋଇପାରିନଥିଲା ଇଭିଏମ । ଫଳରେ ମତଦାନ ନ କରି ଫେରି ଯାଇଥିଲେ ଭୋଟର ।…