ଛତିଶଗଡର ପୂର୍ବ ମୁଖ୍ୟମନ୍ତ୍ରୀଙ୍କ ଜ୍ବାଇଁ ଗିରଫ
ଛତିଶଗଡର ପୂର୍ବ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ଜ୍ବାଇଁ ପୁନିତ୍ ଗୁପ୍ତାଙ୍କୁ ଆର୍ଥିକ ଅନିୟମିତତା ଅଭିଯୋଗରେ ଗିରଫ କରାଯାଇଛି । ପୋଲିସ୍ କହିଛି କି ଏହି କାର୍ୟ୍ୟାନୁଷ୍ଠାନ ଶୁକ୍ରବାର ଅର୍ଥାତ୍ ୧୫ମାର୍ଚ୍ଚ ଦିନ ନିଆଯାଇଛି । ପୁନିତ ସରକାରୀ ହସ୍ପିଟାଲରେ ଅଧିକ୍ଷକ ପଦରେ ଥାଇ ୫୦ କୋଟି ଟଙ୍କା…