ପୂର୍ବତନ ସାଂସଦ ବୈଷ୍ଣବ ପରିଡାଙ୍କ ପରଲୋକ
ଭୁବନେଶ୍ବର () ବିଜେଡିର ପୂର୍ବତନ ରାଜ୍ୟସଭା ସାଂସଦ ବୈଷ୍ଣବ ପରିଡାଙ୍କର ଆଜି ପୂର୍ବାହ୍ନରେ ପରଲୋକ ହୋଇଛି । ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ବୈଷ୍ଣବ ପରିଡା ଆମ୍ରି ହସପିଟାଲରେ ଚିକିତ୍ସାଧୀନ ଥିଲେ । ବାମପନ୍ଥୀ ଚିନ୍ତାଧାରାରୁ ଆସିଥିବା ବୈଷ୍ଣବ ବାବୁ 2009 ନିର୍ବାଚନର ଅବ୍ୟବହିତ ପୂର୍ବରୁ…