Odia News Portal
Browsing Tag

Exchange plastic waste for free meal

ଅଧକିଲୋ ପ୍ଲାଷ୍ଟିକ ଦେଲେ ପେଟପୁରା ମଧ୍ୟାହ୍ନ ଭୋଜନ

ଭୁବନେଶ୍ୱର() ଏଣିକି ଅଧକିଲୋ ପ୍ଲାଷ୍ଟିକ ଦେଲେ ମିଳିବ ଆହାର । ଭୁବେନେଶ୍ୱର ମହାନଗର ନିଗମ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ବିଏମ୍ସି ଓ ୟୁଏନଡିପିର ମିଳିତ ପଦକ୍ଷେପରେ ଏହି ଯୋଜନା ଆରମ୍ଭ କରାଯାଇଛି। ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଏପରି ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ…