ନିଟ୍ ଓ ଜେଇଇ ପରୀକ୍ଷାକୁ ସୁପ୍ରିମକୋର୍ଟଙ୍କ ମଞ୍ଜୁରି
ନୂଆଦିଲ୍ଲୀ() ସୁପ୍ରିମକୋର୍ଟରେ ନିଟ୍ ଓ ଜେଇଇ ପରୀକ୍ଷା ଘୁଞ୍ଚାଇବା ନେଇ ଆବେଦନ କରାଯାଇଥିଲା । ଏହି ମାମଲାରେ ଆଜି ସୁପ୍ରିମକୋର୍ଟରେ ଜଷ୍ଟିସ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ୩ଜଣିଆ ଖଣ୍ଡପୀଠରେ ଆବେଦନକୁ ଖାରଜ କରାଯାଇଛି । ଏହାସହ ନିଟ୍ ଓ ଜେଇଇ ପରୀକ୍ଷାକୁ ସୁପ୍ରିମକୋର୍ଟଙ୍କ ମଞ୍ଜୁରି…