ବିବାହ ପରେ ବି ଏହି ଅଭିନେତ୍ରୀଙ୍କୁ ଡେଟ କରୁଥିଲେ ଅଜୟ ଦେବଗନ
ଅଜୟ ଦେବଗନ ବଲିଉଡର ଜଣେ ନାମୀଦାମୀ ଅଭିନେତ୍ରୀ କାଜଲଙ୍କୁ ବିହା କରିଛନ୍ତି। ଏହି ପ୍ରସିଦ୍ଧ ଯୋଡ଼ିଙ୍କ ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି । ଗୋଟିଏ ଝିଅ ଏବଂ ଗୋଟିଏ ପୁଅ। ଏମାନେ ଏବେ ଆନନ୍ଦରେ ଦାମ୍ପତ୍ୟ ଜୀବନ ବିତାଉଛନ୍ତି। କିନ୍ତୁ ଏପରି ଏକ ଦିନ ଥିଲା ଯେତେବେଳେ ଅଜୟ ଦେବଗନ ବିବାହ ପରେ ବି…
