Odia News Portal
Browsing Tag

F

ମୃତାହତଙ୍କ ପ୍ରତି ସହାୟତା ଘୋଷଣା

ଭୁବନେଶ୍ୱର() ଭୁବନେଶ୍ୱର ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟଣାରେ ମୃତାହତଙ୍କ ପ୍ରତି ସହାୟତା ଘୋଷଣା କରିଛି ଇଣ୍ଡିଆନ୍ ଅଏଲ୍ । ମୃତକଙ୍କ ପରିବାରକୁ ୮ ଲକ୍ଷ ଟଙ୍କାର ସହାୟତା ରାଶି ଯୋଗାଇ ଦିଆଯିବ । ଗୁରୁତର ଆହତଙ୍କୁ ୪ ଲକ୍ଷ ଓ ଆହତଙ୍କୁ ୧ ଲକ୍ଷ ଟଙ୍କା ମିଳିବ ।…

ଲିକେଜରୁ ନିଆଁ ଲାଗି ବିସ୍ଫୋରଣ ହୋଇଛି: ପେସୋ

ଭୁବନେଶ୍ୱର()  ରାଜଧାନୀର ରାଜଭବନ ନିକଟସ୍ଥ  ପେଟ୍ରୋଲ ପମ୍ପରେ ବିସ୍ଫୋରଣ ପରେ ଅଗ୍ନିକାଣ୍ଡ ଘଟଣାରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା  ଏଲପିଜି ଲିକେଜରୁ ନିଆଁ ଲାଗି ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ଘଟଣାର ପ୍ରାଥମିକ ତଦନ୍ତ ପରେ  ପେଟ୍ରୋଲିୟମ ଆଣ୍ଡ ଏକ୍ସପ୍ଲୋସିଭ ସେଫ୍ଟି…

ଅଗ୍ନିକାଣ୍ଡରେ ୭ ଜଣଙ୍କ ମୃତ୍ୟୁ

ବାଣ କାରଖାନାରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି ।  ଅଗ୍ନିକାଣ୍ଡରେ ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି ।  ତାମିଲନାଡ଼ୁର କୁଡ଼ାଲୋରରେ ଥିବା ଏକ ବାଣ କାରଖାନାରେ ଏହି ଅଘଟଣ ଘଟିଛି ।  ଅଗ୍ନିକାଣ୍ଡର କାରଣ ସମ୍ପର୍କରେ କିଛି ଜଣାପଡ଼ିନଥିବାବେଳେ…

ଜୋରିମାନା ଦେଲେ ଭୁବନେଶ୍ବରର ୩ ଶୋ ରୁମ

ଭୁବନେଶ୍ୱର() ରାଜ୍ୟରେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି । ତେଣୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର କଟକଣା ଜାରି କରାଯାଇଛି । କଟକଣା ଓ କୋଭିଡ଼ ନିୟମ ଉଲ୍ଲଙ୍ଘନ କରିଥବବାରୁ ୩ଟ ଶୋ ରୁମରୁ ଜୋରିମାନା ଆଦାୟ କରାଯାଇଛି । ଅଶୋକ ମାର୍କେଟରେ ବିଏମସି ଓ ବିଡ଼ିଏର ମିଳିତ ଉଦ୍ୟମରେ…

ଗେଣ୍ଡୁଫୁଲ କେତେ ପ୍ରକାରର ଜାଣନ୍ତୁ…

ବଗିଚାରେ ଗେଣ୍ଡୁ ଫୁଲର ସମାହାର ବେଶ ମନଛୁଆଁ । ଗେଣ୍ଡୁର ମହକ ଆଉ ସୌନ୍ଦର୍ଯ୍ୟକୁ ଟିକେ ମନଭରି ଉପଭୋଗ କରିବା ପାଇଁ ଲୋକମାନେ ଚାହିଁ ରହିଥାନ୍ତି । ସାଧାରଣତଃ ଶୀତ ଦିନେ ବାଡ଼ି ବଗିଚାରେ ଗେଣ୍ଡୁ ଫୁଲ ଘର କରିବସେ । ଆସନ୍ତୁ ସେଇ ଗେଣ୍ଡୁଫୁଲକୁ କେମିତି ଚାଷ କରିବା, ସେ ବିଷୟରେ ଜାଣିବା ଆଉ…