ଜିଲ୍ଲାକୁ ଜିଲ୍ଲା ଡେଉଁଛି ନକଲି କାରବାର
ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ତଳମୂଳ ପାଟଣା ଗ୍ରାମର ଚବିଶ ସାହୁ (୪୦)ଙ୍କର ଥିବା ଅଟାକଳ ଉପରେ ଗତକାଲି ଅପରାହ୍ନରେ ଜିଲ୍ଲା ସ୍ୱତନ୍ତ୍ର ସ୍କ୍ୱାର୍ଡ ଅତିରିକ୍ତ ଚଢ଼ାଉ | ଅଟାକଳରେ ବିଭିନ୍ନ ବ୍ରାଣ୍ଡର ଅପମିଶ୍ରଣ ହୋଇ ତିଆରି ହେଉଥିବା ଅଟା ଓ ହଳଦୀ ଜବତ କରି ଚବିଶ!-->…
