ମିଛ କହି ‘ନଚବଲିଏ’ ଶୋରେ ଏଣ୍ଟ୍ରି ନେଇଛନ୍ତି ଏହି ଦୁଇ ଯୋଡି
ଲୋକପ୍ରି ରିୟାଲିଟି ଶୋ’ ‘ନଚବଲିଏ-୯’କୁ ନେଇ ଚର୍ଚ୍ଚା। ଏହି ଶୋ’ର ନିୟମ ଅନୁଯାୟୀ ଏଥିରେ କେବଳ ସ୍ୱାମୀସ୍ତ୍ରୀ, ଲଭର୍ସ ଓ ଏକ୍ସ କପଲ୍ ହିଁ ଭାଗ ନେଇପାରିବେ।
ସୂଚନା ଅନୁଯାୟୀ ଶୋ’ର ଯୋଡ଼ି, ଶାନ୍ତନୁ ମାହେଶ୍ୱରୀ ଓ ନିତ୍ୟାମୀ ସିର୍କେ ବାସ୍ତବରେ କପଲ୍ ନୁହଁନ୍ତି। ବାସ୍ତବ ଜୀବନରେ ଶାନ୍ତନୁ ଓ…
