ମହାରାଷ୍ଟ୍ରରେ କୃଷି ଋଣ ଛାଡ
ମହାରାଷ୍ଟ୍ର() ମହାରାଷ୍ଟ୍ରରେ କୃଷି ଋଣ ଛାଡ କଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଥାକରେ । ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚାଷୀଙ୍କ ଋଣ ଛାଡ କଲେ ମୁଖ୍ୟମନ୍ତ୍ରୀ । ତେବେ ବକେୟା ଋଣ ଦେୟ ସିଧା ବ୍ୟାଙ୍କରେ ଜମା କରାଯାଇ ପାରିବ ବୋଲି କହିଲେ ଉଦ୍ଧବ ।
ମହାରାଷ୍ଟ୍ର ନିର୍ବାଚନରେ ହାଇଭୋଲଟେଜ…
