Odia News Portal
Browsing Tag

farmer issue

କୃଷକଙ୍କ ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କଲା ବିଜେଡି

ଭୁବନେଶ୍ୱର: ଦୀର୍ଘ ଏକବର୍ଷରୁ ଅଧିକ ସମୟ ଧରି ବିଜେପି ଶାସିତ ରାଜ୍ୟ ଉତ୍ତରପ୍ରଦେଶ ଓ ହରିଆନାରେ ସେମାନଙ୍କ ଦଳ ବିରୁଦ୍ଧରେ ଚାଲିଥିବା କୃଷକ ଆନ୍ଦୋଳନରୁ ସାଧାରଣ ଲୋକଙ୍କ ନଜର ହଟାଇବା ପାଇଁ ଓଡିଶା ବିଜେପି ଏବଂ ତାଙ୍କ ଦଳର ନେତା ପୃଥ୍ୱୀରାଜ ହରିଚନ୍ଦନ ଆଜି ପୁଣିଥରେ କେତେକ ମିଥ୍ୟା ଓ…

ମଣ୍ଡି ସମସ୍ୟା ନେଇ ରାଜରାସ୍ତାକୁ ଓହ୍ଲାଇଲା ବିଜେପି

ଭୁବନେଶ୍ୱର: ଚାଷୀଙ୍କ ସମସ୍ୟା ନେଇ ରାଜରାସ୍ତାକୁ ଓହ୍ଲାଇଛି ବିଜେପି । ମଣ୍ଡି ଓ ଟୋକେନ ସମସ୍ୟା ନେଇ ବିଜେପି ରାଜରାସ୍ତାକୁ ଓହ୍ଲାଇଥିବା ଦେଖିବାକୁ ମିଳିଛି । ରାଜ୍ୟର ବିଭିନ୍ନ ମଣ୍ଡି ଓ ଯୋଗାଣ ଅଫିସ ଆଗରେ ଧାରଣା ଦେବା ସହ ରାସ୍ତାରୋକ କରିଛନ୍ତି କର୍ମୀ । କଟକ ବାଲିକୁଦା ଗୋପାଳପୁର ଛକରେ…

ବିଜେପି ବନାମ ବିଜେଡି ଭାୟା ଚାଷୀ

ଭୁବନେଶ୍ୱର: ଚାଷୀଙ୍କୁ ମୁଖ୍ୟ ଅସ୍ତ୍ର କରି ବିଜେପି ବିଜେଡି ମଧ୍ୟରେ ଦେଖିବାକୁ ମିଳିଛି ମୁହାଁମୁହିଁ ପରିସ୍ଥିତି । ଚାଷୀ ପ୍ରସଙ୍ଗ ନେଇ ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି । ମଣ୍ଡି ଓ ସିଏସଓ ଘେରାଉ କରିବ ବିଜେପି । ଆଜି ଓ ଆସନ୍ତାକାଲି ବିଜେପି ପକ୍ଷରୁ ଘେରାଉ କରାଯିବା ନେଇ ପୂର୍ବରୁ…