ଫାଷ୍ଟ ଟ୍ରାକ କୋର୍ଟରେ ଶୁଣାଣି
ନୂଆଦିଲ୍ଲୀ() ଫାଷ୍ଟ ଟା୍ରକ କୋର୍ଟରେ ହେବ ହାଇଦ୍ରବାଦ ଗଣଦୁଷ୍କର୍ମ ମାମଲାର ଶୁଣାଣି । ଶୁଣାଣି ପାଇଁ ଅନୁମତି ଦେଲେ ତେଲେଙ୍ଗାନା ହାଇକୋର୍ଟ । ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।
ସେପଟେ ହାଇଦ୍ରାବାଦ, କୋଲକାତା, ଅମୃତସର, ଚେନ୍ନାଇ ଓ ଓଡ଼ିଶାର ବିଭିନ୍ନ ସ୍ଥାନରେ ମହିଳା, ଯୁବତୀ ଓ…
