ପବ-ଜି ବଦଳରେ ଆସୁଛି FAU-G
ନୂଆଦିଲ୍ଲୀ() ପବ-ଜି ବ୍ୟାନ ହେବା ପରେ ପ୍ରତି ବଦଳରେ ସେହିପରି ଆଉ ଏକ ନୂଆ ଗେମ୍ ଆସୁଛି । ଯାହାର ନାମ ରହିଛି FAU-G। ଏହି ଗେମରେ ପବ-ଜି ଭଳି ଆନନ୍ଦ ନେଇପାରିବେ ଖେଳାଳି । ଏହାସହ ଖେଳାଳି ଭାରତର ସୈନିକ ବଳିଦାନର କାହାଣୀ ବି ଜାଣିପାରିବେ । ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ବଲିଉଡ଼…
