ସ୍ୱାସ୍ଥ୍ୟ ପାଇଁ ମେଥିପତ୍ର ଆବଶ୍ୟକ
ମେଥି ଖାଦ୍ୟର ସ୍ୱାଦ ବଢ଼ାଇବା ସହିତ ଶରୀର ପାଇଁ ସ୍ୱାସ୍ଥ୍ୟକର । ମେଥି ପତ୍ରରେ ଆଇରନ୍, କ୍ୟାଲସିୟମ୍, ଫସ୍ଫରସ୍ ଏବଂ ଭିଟାମିନ୍ କ ପରି ପ୍ରୋଟିନ୍ ପ୍ରଚୁର ମାତ୍ରାରେ ରହିଛି। ତା ହେଲେ ଆସନ୍ତୁ ଜାଣିବା, ମେଥି ପତ୍ରର ସୁଫଳ ବିଷୟରେ।
କ’ଣ ପାଇଁ ଭଲ ମେଥି ଆଉ ଏହାର ପତ୍ର
ସୁଗାର କମ୍ କରିଦିଏ-…