ଚର୍ଚ୍ଚାରେ “ମୋଦୀ ଜି କି ବେଟି”
ମୁମ୍ବାଇ() “ମୋଦୀ ଜି କି ବେଟି” ନାମକ ଏକ କମେଡି ଫିଲ୍ମ ନିର୍ମିତ ହୋଇଛି। ତେବେ ଏହା କେଉଁ ବିଷୟ ଉପରେ ଆଧାରିତ ସେ ସମ୍ପର୍କରେ କୌଣସି ସୂଚନା ମିଳି ନାହିଁ। ଫିଲ୍ମରେ କିଏ କିଏ ଅଛନ୍ତି ସେ ବିଷୟରେ ବି କୌଣସି ସୂଚନା ମିଳିନାହିଁ।
ଫିଲ୍ମ ଆକ୍ସନ ଏବଂ କମେଡି ଉପରେ ଆଧାରିତ ବୋଲି…
